“ବ୍ରାହ୍ମଣ”

ଜଣେ ସାମାଜିକ ଚିକିତ୍ସକ  ତଥା ବିଶ୍ୱାସ ଓ ବିଜ୍ଞାନ ର ସେତୁlଆଧୁନିକ ଯୁଗ ରେ ଶାରୀରିକ, ମାନସିକ ଓ ସାମାଜିକ ବିଜ୍ଞାନ ର ଦ୍ରୁତ ବିକାଶ ଆମ ସମାଜକୁ ଆର୍ଥିକ ଓ ଆୟୁଷ୍ମାନ କରିବା ଦିଗରେ ଦୃଢ଼ ପଦକ୍ଷେପ ନେଇଛି। ଏହା ନିଶ୍ଚୟ ଆନନ୍ଦ ର ବିଷୟ, କିନ୍ତୁ ଏହି ବିକାଶ ସହିତ ଅନ୍ୟ ଦିଗରେ ଆତ୍ମହତ୍ୟା, ବିବାହ ବିଚ୍ଛେଦ, ଦାମ୍ପତ୍ୟ କଲହ, ଭୃଣ ହତ୍ୟା, କୁସଛିତ ଯୌନ ସମ୍ପର୍କ ଓ ସାମାଜିକ ଅପରାଧ ଭଳି ଅନେକ ଅମାନବୀୟ କାର୍ଯ୍ୟ ଦିନକୁ ଦିନ ବୃଦ୍ଧି ପାଉଛି।
ଏହା ପ୍ରମାଣ ଯେ, ବୈଜ୍ଞାନିକ ଅଗ୍ରଗତି ସହିତ ମାନବ ଜୀବନ ରେ ଆତ୍ମିକ ଓ ସାମାଜିକ ସମତା ହ୍ରାସ ପାଉଛି। ଆମେ ଆଜି ରୋଗ ଚିକିତ୍ସା ରେ ନିପୁଣ, କିନ୍ତୁ ସମାଜ ର ମୂଳ ରୋଗ — ବିଶ୍ୱାସ ର ଅଭାବ, ମୂଲ୍ୟ ବିହୀନ ଚିନ୍ତାଧାରା ଓ ଅନ୍ତର୍ମୁଖୀ ଅସ୍ଥିରତା   ର ଉପଚାର ଦିଗରେ ଦିଶହୀନ।ସାମାଜିକ ଚିକିତ୍ସକ ହେଉଛି  ଅନାଦି କାଳରୁ ପ୍ରଚଳିତ ଏକ ପ୍ରବହ ମାନ ସୁଦ୍ଧ ପବିତ୍ର ପ୍ରକ୍ରିୟା ଯେଉଁଠି ବିଜ୍ଞାନ ଓ ବିଶ୍ୱାସ ର ସମନ୍ୱୟ ସମନ୍ୱୟ.। ଏହା ମାନବ ଜୀବନରେ ବେଦ ବୈଜ୍ଞାନିକ ଉପଚାର ମାଧ୍ୟମରେ , ଆତ୍ମିକ ଓ ସାମାଜିକ ସୁସ୍ଥତା ଆଡକୁ ଅଗ୍ରସର କରାଏ.ଜାତି ଧର୍ମ ନିର୍ବିଶେଷରେ ଯାହା ପ୍ରତେକ ମଣିଷପାଇଁ ଏକ ସମ୍ବେଦନ ଶିଳ ଆକାଂକ୍ଷା, ଇଛା ଓ ମନୋବୃତି ଟିକେ ଶାନ୍ତିରେ ବଂଚିବା ପାଇଁ। ଏକ ସୁସଂସ୍କାରିତ ସମାଜ ଗଢିବା ପାଇଁ ଆଜି ଆବଶ୍ୟକ ହେଉଛି “ସଂସ୍କାର ମନ୍ତ୍ରଣାଳୟ” ର ଧାରଣା — ଯେଉଁଠି ମିଥ୍ୟା, ଭ୍ରଷ୍ଟାଚାର, ବ୍ୟଭିଚାର, ହିଂସା ଭଳି ସାମାଜିକ ରୋଗ ର ଚିକିତ୍ସା ସଂସ୍କାର ଓ ସଂସ୍କୃତି ର ମଧ୍ୟମରେ ହେବ। ଏଥିପାଇଁ ନୈସଠିକ ବ୍ରlହ୍ମଣ, ମନ୍ତ୍ର ଦ୍ରଷ୍ଟା ବ୍ରହ୍ମ କର୍ମୀ, ବୈଦିକ ପୁରୋହିତ, ମନ୍ତ୍ରଦ୍ରଷ୍ଟା ବ୍ରହ୍ମଜ୍ଞାନୀ ମାନଙ୍କ ଆବଶ୍ୟକତା ଅତ୍ୟନ୍ତ ଜରୁରୀ l ଅନୁମାନ କରାଯାଏ ଯେ ଆଗାମୀ ଅଳ୍ପ କିଛି ବର୍ଷ ମଧ୍ୟରେ ବୋଧେ ଏମାନେ ଲୋପ ପାଇଯିବେ.  ଏବେ ସମୟ ଆସିଛି ଆମକୁ କିଛି ଶୁଦ୍ଧ ପବିତ୍ର, ନୈଷ୍ଟିକ ଯୋଗ୍ୟ ବ୍ରାହ୍ମଣ ସୃଷ୍ଟି କରିବାର. ବ୍ରlହ୍ମଣ ମହାସଂଘ ଓଡିଶା ଏ ଦିଗରେ ଉଦ୍ୟମ ରତ l ବ୍ରlହ୍ମଣ ରୁପି ସାମାଜିକ ଚିକିତ୍ସକ ମାନେ  ସଂସ୍କାର ଓ ବିଜ୍ଞାନ ର ସେତୁ ଭଳି କାମ କରିବେ ଏବଂ ମନୁଷ୍ୟ ମନ ଓ ସମାଜ ର ମଧ୍ୟରେ ହଜି ଯାଇଥିବା ବିଶ୍ୱାସ ର ସୂତାକୁ ପୁନର୍ଜୀବିତ କରିବେ। ନଚେତ ଆଗାମୀ ଦିନରେ ପରିବାର ଭଳି ଶବ୍ଦ ଇତିହାସ ହୋଇଯିବ l ପୁରୁଷ,ନାରୀ,
ବିଜ୍ଞାନ , ଓ ବିଶ୍ୱାସ ର ପ୍ରତିଷ୍ଠା ସମାଜ ରୂପକ ଗାଡି ର ଚାରିଟି ଚକା ସଦୃଶ.ଅନେକ ସମାଜ ବିଜ୍ଞାନୀ ସୃଷ୍ଟି ହେଲେଣି କିନ୍ତୁ ସମାଜ ଚିକିତ୍ସାକ ଅବାବରୁ ସମାଜ ଏବେ ରୁଗ୍ଣ.ସେଥିପାଇଁ, ସାମାଜିକ ଚିକିତ୍ସକ ହେଉଛି ଭବିଷ୍ୟତ ସମାଜ ର ନୂତନ ଆଶା, ଯେଉଁଠି ବୈଦିକ ଜ୍ଞାନ ଓ ବୈଜ୍ଞାନିକ ବୁଦ୍ଧି ମିଶି ସହଜ, ସଂସ୍କାରିତ, ସୁସ୍ଥ ଓ ସମୃଦ୍ଧ ମାନବ ସମାଜ ଗଢିବା ଦିଗରେ ଦିଗଦର୍ଶନ ଦେବ। ବ୍ରlହ୍ମଣ ମହାସଂଘ ଓଡିଶା ଆଗାମୀ ଦିନରେ ଏଭଳି ଚିକିତ୍ସାକ ସୃଷ୍ଟି କରି ସମାଜକୁଧ୍ବଂସ ମୁଖରୁ ରକ୍ଷା କରିବାକୁ ଉଦ୍ୟମ ଜାରି ରଖିଛିl ପ୍ରତେକଟି ଉଦ୍ୟମ ର ମହତ୍ୱ ଲକ୍ଷ ଓ କାର୍ଯ୍ୟ ପନ୍ଥା ପରବର୍ତୀ ଅଧ୍ୟାୟ ରେ ପ୍ରକାଶ କରାଯିବl
. ଆସନ୍ତୁ ସମସ୍ତ ହିନ୍ଦୁ ସନାତନୀ ଏକ ହୋଇ ଏହି ମହତ କାର୍ଯ୍ୟରେ  ସାମିଲ ହେବା l
ବନ୍ଧୁ ମୃତ୍ୟୁଞ୍ଜୟ ରଥ ଙ୍କ ସହିତ ସଭାପତି
ଚିତ ରଂଜନ ମିଶ୍ର
ବ୍ରlହ୍ମଣ ମହାସଂଘ ଓଡିଶା
୮୨୪୯୩୭୩୧୦୭,

You might also like